ସୁନା ୮୨ ହଜାର ଛୁଇଁବ!

Advertisment
ସୁନା ଦାମ୍ ୫୦,୦୦୦ ଟଙ୍କା ତଳକୁ ଖସିଲା

467030669

ମୁମ୍ବାଇ: ବିଶ୍ବରେ ବର୍ତ୍ତମାନ ନିବେଶ ଏବଂ ଆର୍ଥିକ ପରିବେଶ ଯାହା ରହିଛି ସେଥିରେ ଷ୍ଟକ୍ କିମ୍ବା ବଣ୍ଡ୍ ବଜାର ସେତେଟା ଆକର୍ଷଣୀୟ ନାହିଁ। ତେଣୁ ସୁନାରେ ନିବେଶକୁ ଅଧିକ ଆକର୍ଷଣୀୟ ମନେ କରାଯାଉଛି। ବ୍ୟାଙ୍କ ଅଫ୍ ଆମେରିକା ସିକ୍ୟୁରିଟିଜ୍‌ର ବି‌ଶେଷଜ୍ଞମାନଙ୍କ ଆକଳନକୁ ଯଦି ବିଶ୍ବାସ କରାଯାଏ ତାହେଲେ ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦାମ ଆସନ୍ତା ୨୦୨୧ ଶେଷ ସୁଦ୍ଧା ୩୦୦୦ ଆମେରିକୀୟ ଡଲାରରେ ପହଞ୍ଚିଯିବ। ଭାରତରେ ଆସନ୍ତା ୨୦୨୧ ଶେଷ ସୁଦ୍ଧା ସୁନା ଦର ୧୦ ଗ୍ରାମ ପିଛା ୮୨ ହଜାର ଟଙ୍କାରେ ପହଞ୍ଚିଯିବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe