ଭାରତରେ ଏଆଇ ହବ୍ ସ୍ଥାପନ କରିବ ଗୁଗୁଲ୍

Advertisment

ଭାରତରେ ଏକ କୃକ୍ରିମ ବୁଦ୍ଧିମତ୍ତା ବା ଏଆଇ ହବ୍ ସ୍ଥାପନ କରିବ ଗୁଗୁଲ । ଏ ନେଇ କମ୍ପାନିର ସିଇଓ ସୁନ୍ଦର ପିଚାଇ ଏକ ବଡ଼ ଘୋଷଣା କରିଛନ୍ତି । କମ୍ପାନି ଏହି ପ୍ରକଳ୍ପ ପାଇଁ ୧୫ ବିଲିୟନ ଡଲାର ନିବେଶ କରିବ ।

ଭାରତରେ ଏକ କୃକ୍ରିମ ବୁଦ୍ଧିମତ୍ତା ବା ଏଆଇ ହବ୍ ସ୍ଥାପନ କରିବ ଗୁଗୁଲ । ଏ ନେଇ କମ୍ପାନିର ସିଇଓ ସୁନ୍ଦର ପିଚାଇ ଏକ ବଡ଼ ଘୋଷଣା କରିଛନ୍ତି । କମ୍ପାନି ଏହି ପ୍ରକଳ୍ପ ପାଇଁ ୧୫ ବିଲିୟନ ଡଲାର ନିବେଶ କରିବ ।

ai

ନୂଆଦିଲ୍ଲୀ : ଭାରତରେ ଏକ କୃକ୍ରିମ ବୁଦ୍ଧିମତ୍ତା ବା ଏଆଇ ହବ୍ ସ୍ଥାପନ କରିବ ଗୁଗୁଲ । ଏ ନେଇ କମ୍ପାନିର ସିଇଓ ସୁନ୍ଦର ପିଚାଇ ଏକ ବଡ଼ ଘୋଷଣା କରିଛନ୍ତି । କମ୍ପାନି ଏହି ପ୍ରକଳ୍ପ ପାଇଁ ୧୫ ବିଲିୟନ ଡଲାର ନିବେଶ କରିବ । ପିଚାଇ କହିଛନ୍ତି ଯେ ସେ ଏହି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ବଡ଼ ଡାଟା ସେଣ୍ଟର ଏବଂ ଏଆଇ ହବ୍ ନିର୍ମାଣ କରାଯିବ।

ଏହି ପ୍ରକଳ୍ପ ସଂପର୍କରେ ଗୁଗୁଲ କ୍ଲାଉଡ ସିଇଓ ଥମାସ କୁରୁଏନ କହିଛନ୍ତି ଯେ ବିଶାଖାପାଟଣା ଏଆଇ ହବ ବିଶ୍ବର ଗୁଗୁଲର ପ୍ରଥମ ଏଆଇ ହବ୍ ହେବ । ଏଥିପାଇଁ ଆସନ୍ତା ୫ ବର୍ଷରେ ୫ ବିଲିୟନ ଡଲାର ( ୧୩୩୨ କୋଟି ଟଙ୍କା) ନିବେଶ କରାଯିବ ଓ ଏଥିରେ ମୁଖ୍ୟତଃ ଭାରତୀୟ ଇଂଜିନିୟରମାନଙ୍କୁ ସୁଯୋଗ ଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe