ନୂଆଦିଲ୍ଲୀ: ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ଗୁଗୁଲ୍କୁ ଏକ ଶକ୍ତ ଝଟ୍କା ଦେଇଛି। ଇଣ୍ଟରନେଟ୍ ଜଗତରେ ନିଜର ଆଧିପତ୍ୟର ଅପବ୍ୟବହାର କରି ଗୁଗୁଲ୍ ସର୍ଚ ବେଳେ ପକ୍ଷପାତିତା କରୁଥିବା ଜଣାପଡ଼ିବା ପରେ କଂପାନି ଉପରେ ୧୩୬ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି। ୨୦୧୨ରେ ଦୁଇଟି ଘରୋଇ ସଂସ୍ଥା ପକ୍ଷରୁ ଆଗତ କରାଯାଇଥିବା ମାମଲାର ଶୁଣାଣି କରି ସିସିଆଇ ଗୁଗୁଲ୍ ଉପରେ ଜରିମାନା ଲାଗୁ କରିଛନ୍ତି।
ଗୁଗୁଲ୍ ଉପରେ ୧୩୬ କୋଟି ଜରିମାନା
Advertisment
Follow Us