ଜିଡିପି ଉପରେ ଅରବିନ୍ଦଙ୍କ ଦାବିକୁ ସରକାରଙ୍କ ଖଣ୍ଡନ

Advertisment
ଜିଡିପି ଉପରେ ଅରବିନ୍ଦଙ୍କ ଦାବିକୁ ସରକାରଙ୍କ ଖଣ୍ଡନ

ନୂଆଦିଲ୍ଲୀ: ୨୦୧୧-୨୦୧୭ ପର୍ଯ୍ୟନ୍ତ ଭାରତର ଜିଡିପି ହାରକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରାଯାଇଛି ବୋଲି ଗତକାଲି ଦେଶର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କହିଥିଲେ। ଆଜି ଏହା ଉପରେ ବର୍ତ୍ତମାନର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଜଣେ ପ୍ରମୁଖ ସଦସ୍ୟ ନିଜ ମତ ରଖିଛନ୍ତି। ଅରବିନ୍ଦଙ୍କ ଦାବିକୁ ସେ ଖଣ୍ଡନ କରିଛନ୍ତି। ଆଗାମୀ ଦିନରେ ତାଙ୍କର ପ୍ରତିଟି ଦାବିକୁ ଭୁଲ ପ୍ରମାଣିତ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe