ଭୋଡାଫୋନ୍‌ ଆଇଡିଆ ଦେୟକୁ ଇକ୍ବିଟିରେ ପରିଣତ କରିବେ ସରକାର

Advertisment
ଭୋଡାଫୋନ୍‌ ଆଇଡିଆ ଦେୟକୁ ଇକ୍ବିଟିରେ ପରିଣତ କରିବେ ସରକାର

iPleaders

ନୂଆଦିଲ୍ଲୀ : ସ୍ପେକ୍ଟ୍ରମ ଦେୟ ଓ ସୁଧ ବାବଦରେ ସରକାରଙ୍କୁ ଭୋଡାଫୋନ ଆଇଡିଆ ଲିମିଟେଡ ପ୍ରାୟ ୨ ବିଲିଅନ ଡଲାର ଦେବାକୁ ଅଛି। ଉକ୍ତ ଦେୟ ବାବଦ ରାଶିକୁ ଇକ୍ବିଟିରେ ପରିଣତ କରିବା ପାଇଁ ସରକାର ଭୋଡାଫୋନ ଆଇଡିଆକୁ ନିର୍ଦ୍ଦେଶ ଦେଇଛନ୍ତି।ମୋଟ ୧୬୧.୬୬ ବିଲିଅନ ଟଙ୍କା (୧.୯୬ ବିଲିଅନ ଡଲାର)କୁ ଇକ୍ବିଟି ସେୟାରରେ ପରିଣତ କରାଯିବ ବୋଲି କମ୍ପାନି କହିଛି। ପ୍ରତ୍ୟେକ ୧୦ ଟଙ୍କା ମୂଲ୍ୟର ୧୬.୧୩ ବିଲିଅନ ସେୟାର କମ୍ପାନି ଜାରି କରିବ। କମ୍ପାନି ସରକାରଙ୍କୁ ଦେବାକୁ ଥିବା ଅର୍ଥରାଶିକୁ ଇକ୍ବିଟିରେ ପରିଣତ ସେବି ଅନୁମତି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe