ସରକାରୀ ବ୍ୟାଙ୍କର କ୍ଷତି ୮୭ ହଜାର କୋଟି

Advertisment
ବ୍ୟାଙ୍କ ମୁଖ୍ୟଙ୍କୁ ସରକାର ଦେଲେ ସ୍ବତନ୍ତ୍ର କ୍ଷମତା

ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷରେ ଦେଶର ସରକାରୀ ବ୍ୟାଙ୍କ ଗୁଡ଼ିକ ମୋଟ ୮୭,୩୫୭ କୋଟି ଟଙ୍କାର କ୍ଷତି ସହିଛନ୍ତି। ୨୧ଟି ସରକାରୀ ବ୍ୟାଙ୍କ ମଧ୍ୟରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ସର୍ବାଧିକ ୧୨,୨୮୩ କୋଟି ଟଙ୍କା କ୍ଷତି କରିଥିବାବେଳେ ଏହା ପଛକୁ ଆଇଡିବିଆଇ ବ୍ୟାଙ୍କ ରହିଛି। କେବଳ ଦୁଇଟି ସରକାରୀ ବ୍ୟାଙ୍କ ଯଥା ଇଣ୍ଡିଆନ୍‌ ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ ଲାଭ କରିଥିବାବେଳେ ଅନ୍ୟ ସବୁ ସରକାରୀ ବ୍ୟାଙ୍କ କ୍ଷତି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe