ଭୁବନେଶ୍ବର: ଗୋଏୟାର ପକ୍ଷରୁ ଯାତ୍ରୀମାନଙ୍କୁ ସୁଲଭ ମୂଲ୍ୟରେ ଟିକଟ ପ୍ରଦାନ କରିବାକୁ ମିନିକସେନ୍ ନାମକ ଏକ ଅଫର ଘୋଷଣା କରାଯାଇଛି। ଭୁବନେଶ୍ବରର ଯାତ୍ରୀମାନେ ୧୬୯୯ ଟଙ୍କା ଭଳି କମ୍ ମୂଲ୍ୟରେ କୋଲକାତା ଯାତ୍ରା କରିବାର ସୁଯୋଗ ପାଇବେ। ଏହି ଅଫର ଲାଭ ନେବାକୁ ହେଲେ ଜୁନ୍ ୧୮ରୁ ୨୩ ତାରିଖ ମଧ୍ୟରେ ଟିକଟ ବୁକିଙ୍ଗ୍ କରିବାକୁ ପଡ଼ିବ।
ଗୋଏୟାର୍ର ସୁଲଭ ଟିକଟ ଅଫର
Advertisment
Follow Us