କାରଖାନା ଉତ୍ପାଦନ, ମୁଦ୍ରାସ୍ଫୀତି ବଢ଼ିଲା

Advertisment
କାରଖାନା ଉତ୍ପାଦନ, ମୁଦ୍ରାସ୍ଫୀତି ବଢ଼ିଲା

ନୂଆଦିଲ୍ଲୀ: ଗତ ଏପ୍ରିଲ୍‌ରେ କାରଖାନା ଉତ୍ପାଦନ ଓ ଖୁଚୁରା ମୁଦ୍ରାସ୍ଫୀତିରେ ବୃଦ୍ଧି ହୋଇଛି। କାରଖାନା ଉତ୍ପାଦନ ପରିମାଣ ଛଅ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି କ୍ଷେତ୍ର ୪.୫% ଅଭିବୃଦ୍ଧି ହାସଲ କରିଛି। ସେହିପରି ଗତ ମେ’ରେ ଖୁଚୁରା ମୁଦ୍ରାସ୍ଫୀତି ହାର ସାତ ମାସର ଉଚ୍ଚ ସ୍ତର ୩.୦୫%ରେ ପହଞ୍ଚିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe