The Economic Times
ନୂଆଦିଲ୍ଲୀ : ଚଳିତ ମାସ ଶେଷ ଆଡ଼କୁ ଜିଏସ୍ଟି ପରିଷଦର ୫୦ତମ ବୈଠକ ଅନୁଷ୍ଠିତ ହେବ। ଜିଏସ୍ଟି ଆପିଲିଟ୍ ଟ୍ରିବ୍ୟୁନାଲ୍ ଗଠନ କରିବା ନେଇ ବୈଠକରେ ଆଲୋଚନା ହୋଇପାରେ। ୨୦୧୭ ଜୁଲାଇରୁ ଜିଏସ୍ଟି ଲାଗୁ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆପିଲିଟି ଟ୍ରିବ୍ୟୁନାଲ୍ ଗଠନ ହୋଇପାରୁନାହିଁ।
Follow Us