ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ସମୟ ସୀମା ବଢ଼ିଲା

ରାଜ୍ୟଗୁଡ଼ିକୁ ଜିଏସଟି କ୍ଷତିପୂରଣ ଆକାରରେ ୩୬,୪୦୦ କୋଟି ଟଙ୍କା ପ୍ରଦାନ କଲେ କେନ୍ଦ୍ର ସରକାର

photo-oneindia

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜିଏସ୍‌ଟିଆର୍‌-୯ (ବାର୍ଷିକ ରିଟର୍ଣ୍ଣ) ଓ ଜିଏସ୍‌ଟିଆର୍‌-୯ସି (ରିକନ୍‌ସିଲିଏସନ୍‌ ଷ୍ଟେଟ୍‌ମେଣ୍ଟ୍‌) ଦାଖଲର ସମୟ ସୀମାକୁ ବଢ଼ାଇ ଦେଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷ ଲାଗି ଏହି ସମୟ ସୀମା ଚଳିତ ବର୍ଷର ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଥିବା ବେଳେ ୨୦୧୮-୧୯ ପାଇଁ ତାହା ୨୦୨୦ ମାର୍ଚ ୩୧କୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe