ଭୁବନେଶ୍ୱର: ଟିଭି, ଫ୍ରିଜ, ଓ୍ଵାସିଂ ମେସିନ୍ ଆଦି ସାମଗ୍ରୀ ନିର୍ମାତା ହାୟର ପକ୍ଷରୁ ଓଡ଼ିଶାରେ ପ୍ରଥମ ଏକ୍ସକ୍ଲୁସିଭ ସର୍ଭିସ ସେଣ୍ଟର ଖୋଲିଛି। ଭୁବନେଶ୍ୱରର ଶହୀଦନଗରଠାରେ ଏହି ସର୍ଭିସ ସେଣ୍ଟରକୁ ଆଜି କମ୍ପାନିର ଜୋନାଲ ସେଲ୍ସ ମ୍ୟାନେଜର ( ପୂର୍ବ ଭାରତ) ସୁମନ ଚକ୍ରବର୍ତ୍ତୀ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ କମ୍ପାନିର ଓଡ଼ିଶା ଶାଖା ମୁଖ୍ୟ ପ୍ରବୀର ପଣ୍ଡା ଏବଂ ପୂର୍ବାଞ୍ଚଳ ସର୍ଭିସ ମ୍ୟାନେଜର ଅଶୋକ ନାୟକ ଏବଂ ଚ୍ୟାନେଲ ପାର୍ଟନର ସୁକାନ୍ତ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।
ହାୟର ଖୋଲିଲା ଏକ୍ସକ୍ଲୁସିଭ ସର୍ଭିସ ସେଣ୍ଟର
Advertisment
Follow Us