‘ହାୟର’ର ଆକର୍ଷଣୀୟ ପୂଜା ଅଫର

‘ହାୟର’ର ଆକର୍ଷଣୀୟ ପୂଜା ଅଫର

ଭୁବନେଶ୍ବର: ହୋମ୍ ଆପ୍ଲାଏନ୍‌ସେସ୍‌ ଓ କଞ୍ଜ୍ୟୁମର୍‌ ଇଲେକ୍‌ଟ୍ରୋନିକ୍ସ ନିର୍ମାତା ହାୟର ପକ୍ଷରୁ ପୂଜା ଋତୁକୁ ଦୃଷ୍ଟିରେ ରଖି ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ଏହି ଅଫର୍‌ ନଭେମ୍ବର ୭ ପର୍ଯ୍ୟନ୍ତ ଚାଲିବ। ବଜାଜ୍ ଆଲିଆଞ୍ଜ୍‌ ସହିତ ମିଶି କଂପାନି ଫିକ୍ସଡ୍‌ ଇଏମ୍‌ଆଇ୍ ଅଫର ଘୋଷଣା କରିଛି ଯେଉଁଥିରେ ଗ୍ରାହକମାନେ କେବଳ ୨୦୧୮ ଟଙ୍କା ଦେଇ ପ୍ରିମିୟମ୍ ଉତ୍ପାଦ କିଣିପାରିବେ। ବଡ଼ ହାୟର୍‌ ଟିଭି ଉପରେ ତିନି ବର୍ଷର ୱାରେଣ୍ଟି, ଏସି ଉପରେ ୪ ବର୍ଷର ୱାରେଣ୍ଟି ଓ ଇନଷ୍ଟଲେସନ୍‌ ସୁବିଧା ମାତ୍ର ୯୯୯ ଟଙ୍କାରେ ପ୍ରଦାନ କରାଯାଉଛି। ଗ୍ରାହକମାନେ ଅଫର ଅବଧିରେ ସାମଗ୍ରୀ କିଣିଲେ ଉପହାର ପାଇପାରିବେ। ଏହି ଅଫର ବିଷୟରେ କଂପାନିର ସଭାପତି ଏରିକ୍ ବ୍ରାଗାଞ୍ଜା କହିଛନ୍ତି ଯେ, ପୂଜା ଋତୁରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ଘୋଷଣା କରି ଆମେ ବହୁତ ଆନନ୍ଦିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe