ହାଭେଲସ୍‌ର ନୂଆ ୱାଟର୍‌ ପ୍ୟୁରିଫାୟର

Advertisment
ହାଭେଲସ୍‌ର ନୂଆ ୱାଟର୍‌ ପ୍ୟୁରିଫାୟର

ଭୁବନେଶ୍ବର : ହାଭେଲସ୍‌ ପକ୍ଷରୁ ନୂଆ ଡିଲାଇଟ୍‌ ଆଲ୍‌କାଲାଇନ୍ ହାଇ ରିକଭରି ୱାଟର ପ୍ୟୁରିଫାୟରକୁ ଓଡ଼ିଶା ବଜାରରେ ଉନ୍ମୋଚନ କରାଯାଇଛି। ଏହାକୁ କଂପାନିର ଉପସଭାପତି ଶାସନ ଶ୍ରୀବାସ୍ତବ, ଅନିଲ ଶର୍ମା, ଓଡ଼ିଶା ମୁଖ୍ୟ ଦେବାଶିଷ ମିତ୍ର ଓ ଏଚଆଇଏଲ୍‌-ଭୁବନେଶ୍ବରର ମନୋଜ ପଲ୍ଲାଇ ଉନ୍ମୋଚନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe