ନୂଆଦିଲ୍ଲୀ: ହ୍ବାଟସ୍ଆପ୍ରେ ଖୁବ୍ଶୀଘ୍ର ଏଚ୍ଡି ମାନର ଫଟୋ ପଠାଇବା ସୁବିଧା ମିଳିବ। ଉଭୟ ଆଇଓଏସ୍ ଓ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀମାନେ ହ୍ବାଟସ୍ଆପ୍ରେ ଏହି ସୁବିଧା ପାଇବେ। ବର୍ତ୍ତମାନ ଏହାର ପରୀକ୍ଷଣ ଚାଲିଛି। ଏବେ ଲୋକମାନେ ହ୍ବାଟସ୍ଆପ୍ରେ ପଠାଉଥିବା ଫଟୋର ମାନ ଏତେଟା ଭଲ ରହୁନାହିଁ। ଫଟୋର ରିଜଲ୍ୟୁସନ୍ ହ୍ରାସ ପାଉଛି। ଅଗାମୀ ଦିନରେ ଲୋକମାନେ ହ୍ବାଟ୍ସଆପ୍ରେ ଏଚ୍ଡି ମାନର ଫଟୋ ପଠାଇପାରିବେ।
ହ୍ବାଟସ୍ଆପ୍ରେ ଏଚ୍ଡି ଫଟୋ ପଠାଇହେବ
Advertisment
Follow Us