ସାଇବର ଠକେଇ ରୋକିବା ପାଇଁ ‌ହେଲ୍‌ପଲାଇନ୍ ନମ୍ବର ୧୫୫୨୬୦

Advertisment
ଅଗ୍ନିଶମ ଡିଜିଙ୍କ ନାଁରେ ନକଲି ହ୍ବାଟ୍‌ସଆପ୍‌ ଆକାଉଣ୍ଟ: ଟଙ୍କା ମାଗୁଛି ଠକ

New York Post

ନୂଆଦିଲ୍ଲୀ : ଡିଜିଟାଲ୍ ପେମେଣ୍ଟ୍‌ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସାଇବର୍‌ ଠକେଇ ବିଷୟରେ ନାଗରିକମାନେ ଯେଭଳି ସୂଚନା ଦେଇପାରିବେ ସେଥିପାଇଁ ୧୫୫୨୬୦ ଜାତୀୟ ହେଲ୍‌ପଲାଇନ୍ ନମ୍ବର ଜାରି କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଗୃହ ମନ୍ତ୍ରଣାଳୟ, ସବୁ ପ୍ରକାର ବ୍ୟାଙ୍କ, ପେମେଣ୍ଟ୍ ବ୍ୟାଙ୍କ, ୱାଲେଟ୍‌ ଓ ମର୍ଚାଣ୍ଟ୍‌ ବ୍ୟାଙ୍କରମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ସାଇବର ଅପରାଧ ସମନ୍ବୟ କେନ୍ଦ୍ର ତରଫରୁ ଠକେଇ ଅଭିଯୋଗ ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ ବିକଶିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe