ଗାଡ଼ି ଦାମ୍‌ ବଢ଼ାଇଲା ହିରୋ

Advertisment
ଏପ୍ରିଲ୍‌ରୁ ହି‌ରୋ ଗାଡ଼ି ମହଙ୍ଗା ହେବ

ET Auto

ନୂଆଦିଲ୍ଲୀ : ହିରୋ ମୋଟୋକର୍ପ ଆଜି ମୋଟରସାଇକଲ ଓ ସ୍କୁଟର ମୂଲ୍ୟରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛି। ମଡେଲ ଓ ମାର୍କେଟ ଅନୁସାରେ ମୂଲ୍ୟବୃଦ୍ଧିରେ ଭିନ୍ନତା ରହିବ। ଉଲ୍ଲେଖଯୋଗ୍ୟ ଦିଲ୍ଲୀରେ ହିରୋ ଏଚ୍‌ଏଫ୍‌ ୧୦୦ର ଏକ୍ସସୋରୁମ ମୂଲ୍ୟ ୫୫,୪୫୦ ଟଙ୍କାରୁ ଆରମ୍ଭ ହୋଇ ଏକ୍ସପଲ୍ସ ୨୦୦ ୪ଭିର ମୂଲ୍ୟ ୧ ଲକ୍ଷ ୩୬ ହଜାର ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe