ଭୁବନେଶ୍ୱର: ହିମାଳୟ ଅପ୍ଟିକାଲ୍ ପକ୍ଷରୁ ପଟିଆଠାରେ ଏକ ନୂଆ ଷ୍ଟୋର୍ ଖୋଲାଯାଇଛି। ଏହି ଷ୍ଟୋର୍ରେ ବିଭିନ୍ନ ଡିଜାଇନ୍ର ଚଷମା ଉପଲବ୍ଧ ହେଉଛି। ଫେସନ୍ ସଚେତନ ଗ୍ରାହକମାନଙ୍କ ପାଇଁ ହିମାଳୟ ଅପ୍ଟିକାଲ୍ରେ ଅନେକ ସୁନ୍ଦର ସୁନ୍ଦର ଚଷମା ରହିଛି। ଏହି ଷ୍ଟୋର୍ ପାଇଁ ଆକର୍ଷଣୀୟ ଉଦ୍ଘାଟନି ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ଚଷମା ଖରିଦ ଉପରେ ଫ୍ଲାଟ୍ ୧୦% ରିହାତି ପାଇପାରିବେ। ଏହି ଅଫର ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଉପଲବ୍ଧ ହେବ।
ହିମାଳୟ ଅପ୍ଟିକାଲ୍ର ନୂଆ ଷ୍ଟୋର୍
Advertisment
Follow Us