କଣ୍ଟେସା ବ୍ରାଣ୍ଡ୍‌କୁ ବିକିବ ହିନ୍ଦୁସ୍ତାନ ମୋଟର୍ସ

Advertisment
କଣ୍ଟେସା ବ୍ରାଣ୍ଡ୍‌କୁ  ବିକିବ ହିନ୍ଦୁସ୍ତାନ ମୋଟର୍ସ

Moneycontrol

କୋଲକାତା: ସିକେ ବିର୍ଲା ଗ୍ରୁପ୍‌ର ସଂସ୍ଥା ହିନ୍ଦୁସ୍ତାନ ମୋଟର୍ସ ଏହାର ‘କଣ୍ଟେସା’ ବ୍ରାଣ୍ଡ୍‌କୁ ଏସ୍‌ଜି କର୍ପୋରେଟ୍ ମୋବିଲିଟିକୁ ବିକ୍ରି କରିବ। କଣ୍ଟେସା ହେଉଛି ଏକ ସେଦାନ୍ ଯାହା ୧୯୮୦ରୁ ୨୦୦୦ ପର୍ଯ୍ୟନ୍ତ ଭାରତରେ ବେଶ ଲୋକପ୍ରିୟ ଥିଲା। କଂପାନିର ଅନ୍ୟତମ ଲୋକପ୍ରିୟ କାର୍ ଆମ୍ବାସାଡର ଠାରୁ ଉଚ୍ଚରେ ଏହି ବ୍ରାଣ୍ଡ୍‌କୁ ଉପସ୍ଥାପନ କରାଯାଇଥିଲା। ମାରୁତି ସୁଜୁକି, ହୁଣ୍ଡାଇ ଓ ଫୋର୍ଡ ଭଳି ସଂସ୍ଥା ଭାରତୀୟ ବଜାରରେ ପ୍ରବେଶ କରିବା ପରେ କଣ୍ଟେସା ସେମାନଙ୍କ ଗାଡ଼ି ସହ ପ୍ରତିଦ୍ବନ୍ଦ୍ବିତା କରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe