ନୂଆଦିଲ୍ଲୀ: ମସଲା ବ୍ୟବସାୟ ଜଗତର ପ୍ରତିଷ୍ଠିତ କଂପାନି ଏମ୍ଡିଏଚ୍ ଏହାର ପ୍ରତିଷ୍ଠାତା ଧରମପାଲ ଗୁଲାଟିଙ୍କୁ ଗତବର୍ଷ ହରାଇବା ପରେ ଏବେ ବିକ୍ରି ହେବା ଭଳି ସ୍ଥିତିରେ ପହଞ୍ଚିଛି। ଏହାକୁ କିଣିବା ଲାଗି ହିନ୍ଦୁସ୍ତାନ ୟୁନିଲିଭର ଉଦ୍ୟମ ଆରମ୍ଭ କରିଛି। ଏମ୍ଡିଏଚ୍ର ସିଂହ ଭାଗ ଅଂଶଧନକୁ ୧୫ ହଜାର କୋଟି ଟଙ୍କାରେ କିଣିବା ଲାଗି ହିନ୍ଦୁସ୍ତାନ ୟୁନିଲିଭର କଥାବାର୍ତା ଆରମ୍ଭ କରିଛି।
ଏମ୍ଡିଏଚ୍କୁ କିଣିବ ହିନ୍ଦୁସ୍ତାନ ୟୁନିଲିଭର
Advertisment
Follow Us