ଭୁବନେଶ୍ବର,: ଚଳିତ ବର୍ଷ ମେ’ରେ ବଜାରକୁ ଆସିଥିବା ନୂଆ ହୋଣ୍ଡା ଆମେଜ୍ର ବିକ୍ରି ପାଞ୍ଚ ମାସ ଭିତରେ ୫୦ ହଜାରରୁ ଅଧିକ ହୋଇଯାଇଛି। ହୋଣ୍ଡା କାର୍ର ଅନ୍ୟ କୌଣସି ମଡେଲ୍ କମ୍ ସମୟରେ ଏଭଳି ସଫଳତା ପାଇନାହାନ୍ତି। କଂପାନି ବିକ୍ରି କରୁଥିବା ମୋଟ୍ କାର୍ ମଧ୍ୟରୁ ୫୦% ହେଉଛି ଆମେଜ୍। ଏହି ପ୍ରିମିୟମ୍ ସେଦାନ୍ ୨୦% ଅଧିକ ପ୍ରଥମ ଥର କାର୍ କିଣୁଥିବା ଗ୍ରାହକ ହାସଲ କରିଛି। ସବୁ ପ୍ରକାର ବଜାରରେ ନୂଆ ଆମେଜ୍ର ଗ୍ରହଣୀୟତା ବଢ଼ିଛି।
ହୋଣ୍ଡା ଆମେଜ୍ ବିକ୍ରି ୫୦ ହଜାର ଟପିଲା
Advertisment
Follow Us