ହୋଣ୍ଡା କାର୍‌ସ-ଏଏସ୍‌ଡିସି ବୁଝାମଣା

Advertisment
ହୋଣ୍ଡା କାର୍‌ସ-ଏଏସ୍‌ଡିସି ବୁଝାମଣା

ଭୁବନେଶ୍ବର: ରାଜସ୍ଥାନର ଅଲୱର ଜିଲ୍ଲାର ଟାପୁକାରା ଠାରେ ଥିବା ହୋଣ୍ଡା ଧନ୍ଦାମୂଳକ ତାଲିମ କେନ୍ଦ୍ରର ସ୍ବୀକୃତି ପାଇଁ ହୋଣ୍ଡା କାର୍‌ସ୍‌ ଲିମିଟେଡ୍‌ ପକ୍ଷରୁ ଅଟୋମୋଟିଭ୍ ସ୍କିଲ୍ ଡେଭଲପମେଣ୍ଟ୍‌ କାଉନସିଲ୍ (ଏଏସ୍‌ଡିସି) ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ହୋଣ୍ଡା କାର୍‌ସ୍‌ର ବରିଷ୍ଠ ଉପସଭାପତି ପ୍ରବୀଣ ପରାଞ୍ଜ୍‌ପେ ଓ ଏଏସ୍‌ଡିସିର ଅଧ୍ୟକ୍ଷ ନିକୁଞ୍ଜ ସାଂଘି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ଶ୍ରୀ ପରାଞ୍ଜପେ କହିଛନ୍ତି ଯେ, ଆମ ତାଲିମ କେନ୍ଦ୍ର ୨୦୧୧ ଅକ୍ଟୋବରରେ ସ୍ଥାପନ କରାଯାଇଥିଲା ଓ ଆମେ ୧୪ ହଜାର ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିସାରିଲୁଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe