ହୋଣ୍ଡା ହାଇନେସ୍ ସିବି ୩୫୦ ଦାମ୍ ୧.୮୫ ଲକ୍ଷ ଟଙ୍କା

Advertisment
ହୋଣ୍ଡାର ଦୁଇଚକିଆ ଗାଡ଼ି ବିକ୍ରି ୫ କୋଟି ଟପିଲା

Overdrive

ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ଆଜି ଏହାର ବହୁ ପ୍ରତୀକ୍ଷିତ ବାଇକ୍‌ ହାଇନେସ୍‌-ସିବି ୩୫୦ର ବଜାର ପ୍ରବେଶ ଘୋଷଣା କରାଯାଇଛି। ହରିୟାଣାର ଗୁରୁଗ୍ରାମରେ ଏହି ବାଇକ୍‌ର ଏକ୍ସ ସୋ'ରୁମ୍‌ ମୂଲ୍ୟ ୧ ଲକ୍ଷ ୮୫ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଲୁକ୍‌, ଆରାମ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଥିବା ହୋଣ୍ଡା ହା‌ଇନେସ୍‌-ସିବି ୩୫୦ର ସାମ୍ନାରେ ୭ ୱାଇ-ଆକାରର ଆଲୟ ହୁଇଲ୍‌, ଚଉଡ଼ା ଟାୟାର (ଆଗ ୧୯ ଇଞ୍ଚ, ପଛ ୧୮ ଇଞ୍ଚ), ୩୫୦ ସିସି ଇଞ୍ଜିନ, ଅତ୍ୟାଧୁନିକ ଏକ୍‌ଝଷ୍ଟ ପାଇପ୍‌ ଆଦି ସୁବିଧା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe