ଜାନୁଆରିରେ ୪ ଲକ୍ଷରୁ ଅଧିକ ଗାଡ଼ି ବିକିଲା ହୋଣ୍ଡା

Advertisment
ଦଶହରାରେ ଶସ୍ତାରେ ମିଳିପାରେ ବାଇକ, କେନ୍ଦ୍ର ସରକାର କମାଇପାରନ୍ତି ବାଇକ ମୂଲ୍ୟ

CarandBike - NDTV

ଗୁରୁଗ୍ରାମ: ଚଳିତ ବର୍ଷ ଜାନୁଆରିରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ୪ ଲକ୍ଷ ୩ ହଜାର ୩୮୩ଟି ଗାଡ଼ି ବିକ୍ରି କରିଛି। ଦେଶ ଭିତରେ କଂପାନି ୩ ଲକ୍ଷ ୭୪ ହଜାରରୁ ଅଧିକ ଗାଡ଼ି ବିକିଥିବା ବେଳେ ୨୯,୨୯୨ଟି ଗାଡ଼ି ରପ୍ତାନି କରିଛି। ଏ ସଂକ୍ରାନ୍ତିରେ କଂପାନିର ବରିଷ୍ଠ ଉପସଭାପତି ଯଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, ଜାନୁଆରିରେ ହୋଣ୍ଡାର ବିଏସ୍‌-୬ ମଡେଲ୍‌ଗୁଡ଼ିକର ଉତ୍ପାଦନ ୬୦% ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe