ହୋଣ୍ଡା ଏକ୍ସ-ବ୍ଲେଡ୍‌ ଡେଲିଭରି ଆରମ୍ଭ

Advertisment
ହୋଣ୍ଡା ଏକ୍ସ-ବ୍ଲେଡ୍‌ ଡେଲିଭରି ଆରମ୍ଭ

ଭୁବନେଶ୍ୱର: ହୋଣ୍ଡା ପକ୍ଷରୁ ୧୬୦ ସିସି ବାଇକ୍‌ ଏକ୍ସ-ବ୍ଲେଡ୍‌ର ଡେଲିଭରି ଆରମ୍ଭ କରାଯାଇଛି। ଏହାର ମୂଲ୍ୟ ୭୮,୫୦୦ ଟଙ୍କା (ଏକ୍ସ ସୋରୁମ୍‌, ଦିଲ୍ଲୀ) ରହିଛି। କଂପାନିର ବରିଷ୍ଠ ଉପସଭାପତି ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, ପୂର୍ବ ପ୍ରତିଶ୍ରୁତି ଅନୁସାରେ ଆମେ ମାର୍ଚରୁ ଏକ୍ସ-ବ୍ଲେଡ୍‌ର ଡେଲିଭରି ଆରମ୍ଭ କରିଛୁ। ଏହି ବାଇକ୍‌ରେ ଶ୍ରେଣୀର ଅନେକ ପ୍ରକାର ପ୍ରଥମ ବୈଶିଷ୍ଟ୍ୟ ରହିଛି। ନୂଆ ପିଢ଼ିଙ୍କୁ ଏହାର ବେଶ ଆକୃଷ୍ଟ କରୁଛି। ଏହା ବଜାରରେ ବିଭିନ୍ନ ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe