ଆପଣଙ୍କ ମେମୋରି କାର୍ଡ କାମ କରୁନାହିଁ କି ? ଠିକ୍‌ କରିବା ପାଇଁ ଆପଣାନ୍ତୁ ଏହି ଉପାୟ

Advertisment
ଆପଣଙ୍କ ମେମୋରି କାର୍ଡ କାମ କରୁନାହିଁ କି ? ଠିକ୍‌ କରିବା ପାଇଁ ଆପଣାନ୍ତୁ ଏହି ଉପାୟ

Lifewire

ଯେତେବେଳେ ମୋବାଇଲ୍‌ ଫୋନର ମେମୋରି କାର୍ଡ଼ କାମ କରେ ନାହିଁ ସେତେବେଳେ ଆମେ ତାହାକୁ ଆଉ କୌଣସି କାମରେ ଲାଗିବନି ଓ ତାହା ଖରାପ ହୋଇଯାଇଛି ବୋଲି ଭାବିଥାଉ । ହେଲେ ଏପରି ଭାବିବା ଭୁଲ। କାହିଁକ ିନା ଏହି ମେମୋରି କାର୍ଡଟି ପୁଣି ଥରେ ମଧ୍ୟ ବ୍ୟବହାର ଉପାଯୋଗୀ ହୋଇପାରେ! ତେବେ ଆଜି ଆମେ ଆପଣଙ୍କ ମେମୋରି କାର୍ଡ଼କୁ ଠିକ୍‌ କରିବାର ସରଳ ଉପାୟ ବିଷୟରେ ଜଣାଇବୁ, ଯାହାର ଉପଯୋଗ କରି ଆପଣ ମଧ୍ୟ ଆପଣଙ୍କ ଖରାପ ହୋଇଥିବା ମେମୋରି କାର୍ଡ଼କୁ ସଜାଡ଼ି ପାରିବେ।

ଆସନ୍ତୁ ଜାଣିବା ମେମୋରି କାର୍ଡକୁ ଠିକ୍‌ କରିବାର ଉପାୟ ବିଷୟରେ!
୧-ପ୍ରଥମତଃ ଆପଣ ଆପଣଙ୍କ ଖରାପ ହୋଇଥିବା ମେମୋରି କାର୍ଡ଼କୁ କାର୍ଡ଼ ରିଡ଼ରର ସହୟତାରେ କଂପ୍ୟୁଟର ସହ କନେକ୍ଟ କରନ୍ତୁ।
୨-ଏହାପରେ କଂପ୍ୟୁଟରରେ ସଂଯୋଗ ହେବା କ୍ଷଣି ଆପଣ ମେମୋରି କାର୍ଡ଼ ଲାଗିଥିବା ଡ୍ରାଇଭ୍‌ ଉପରେ ଓକେ କରନ୍ତୁ।
୩- ତେବେ ଏହା ପରେ ଯେତେବେଳେ ଏହି କାର୍ଡ଼ଟି ଖୋଲିଯିବ,ସେତେବେଳେ ଆପଣଙ୍କୁ ଏହାକୁ ଫର୍ମାଟ୍‌ କରିବାକୁ ହେବ ଅଥବା ଏଥିରେ ଥିବା ଡାଟା ଡ଼ିଲିଟ୍‌ କରିବାକୁ ହେବ। ଏହାଦ୍ୱାରା ପୁଣି ଥରେ ଆପଣଙ୍କର ଏହି ମେମୋରି କାର୍ଡ଼ଟି ପୂର୍ବଭଳି ବ୍ୟବହାର ଉପଯୋଗୀ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe