ହୁଣ୍ଡାଇର ‘ଡୁ ଇଟ୍‌ ୟୋର୍‌ ସେଲ୍‌ଫ’ କାର୍ଯ୍ୟକ୍ରମ

Advertisment
ହୁଣ୍ଡାଇର ଆକର୍ଷଣୀୟ ଫାଇନାନ୍ସ ସ୍କିମ୍‌

ଭୁବନେଶ୍ୱର,: କାର୍‌ ହଠାତ ଖରାପ ହୋଇଗଲେ କଣ କରିବା ଦରକାର ତାହା ଚାଳକଙ୍କୁ ଜଣାଇବା ପାଇଁ ହୁଣ୍ଡାଇ ମୋଟର ଇଣ୍ଡିଆ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହାର ନାମ ହେଉଛି ‘ଡୁ ଇଟ୍‌ ୟୋର୍‌ ସେଲ୍‌ଫ’। ଏଥିରେ କଂପାନି ପକ୍ଷରୁ ଗାଡ଼ି ଚାଳକଙ୍କୁ କାର୍‌ର କେଉଁ କେଉଁ ଜିନିଷ ପ୍ରତି ହଠାତ ଦୃଷ୍ଟି ଦେବାକୁ ପଡ଼ିବ ତାହା ଜଣାଇ ଦେବେ। ଗ୍ରାହକଙ୍କୁ ଗାଡ଼ିର ସ୍ୱାସ୍ଥ୍ୟ ପ୍ରତି ସଚେତନ କରାଇବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ନିଉ ଟାଉନ୍‌ଠାରେ ଥିବା ହୁଣ୍ଡାଇର ଇଷ୍ଟ୍‍ ରିଜିଓନାଲ୍‌ ଟ୍ରେନିଂ ସେଣ୍ଟର୍‌ରେ ଡୁ ଇଟ୍‌ ୟୋର୍‌ ସେଲ୍‌ଫ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe