ଆଇସିଏଆଇରେ ଜିଏସ୍‌ଟି ସେମିନାର

Advertisment
ଆଇସିଏଆଇରେ ଜିଏସ୍‌ଟି ସେମିନାର

????????????????????????????????????

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଅଫ୍‌ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ୱର ଶାଖା ପକ୍ଷରୁ ଆଇସିଡିଏସ୍‌ ଓ ଜିଏସ୍‌ଟି ସମ୍ପର୍କିତ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏହାକୁ ଭୁବନେଶ୍ୱର ଅପିଲ୍‌-୧ର ଆୟକର କମିସନର ଶରତ କୁମାର ଦାସ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଆଇସିଏଆଇ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ଚିରଞ୍ଜୀବ ଜେନା ଓ ସିଦ୍ଧାର୍ଥ ରଞ୍ଜନ ଉପସ୍ଥିତ ଥିଲେ। କୋଲକାତାର ମନୋଜ ତିଓ୍ଵାରୀ ଆଇସିଡିଏସ୍‌ ଉପରେ ଆଲୋଚନା କରିଥିଲେ। ଆଇସିଏଆଇ ଭୁବନେଶ୍ୱର ଶାଖାର କୋଷାଧ୍ୟକ୍ଷ ତରୁଣ କୁମାର ଅଗ୍ରଓ୍ଵାଲ୍‌ ଜିଏସ୍‌ଟି ଉପରେ ଆଲୋଚନା କରିଥିଲେ। ସେମିନାରରେ ୨୦୦ରୁ ଅଧିକ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe