ଭୁବନେଶ୍ବର: ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଭୁବନେଶ୍ବର ଶାଖାର ୨୦୧୯-୨୦ ବର୍ଷ ପାଇଁ ନୂତନ କର୍ମକର୍ତା ଚୟନ ହୋଇଯାଇଛି। ସୁଜ୍ଞାନ କୁମାର ସାହୁ ନୂଆ ଅଧ୍ୟକ୍ଷ ହୋଇଥିବା ବେଳେ ବିଭୁ ପ୍ରସାଦ ମହାପାତ୍ର ଉପାଧ୍ୟକ୍ଷ, ବିଶ୍ବ ରଞ୍ଜନ ସୁତାର ସମ୍ପାଦକ, ରଞ୍ଜନ କୁମାର ପୃଷ୍ଟି କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଏହା ବ୍ୟତୀତ ଭୁବନେଶ୍ବର ଇଆଇସିଏଏସ୍ଏର ଅଧ୍ୟକ୍ଷ ଭାବେ ଗୌତମ ଲେଙ୍କା, ଏମ୍ସି ସଦସ୍ୟ ଜାହ୍ନବୀ ଦେଓ ଏବଂ ପ୍ରଦୀପ କୁମାର ସାହୁ ନୂତନ ଭାବେ ନିର୍ବାଚିତ ହୋଇଛନ୍ତି।
ସୁଜ୍ଞାନ ‘ଆଇସିଏଆଇ’ର ନୂଆ ଅଧ୍ୟକ୍ଷ
Advertisment
Follow Us