ମୁମ୍ବାଇ,: ଭିଡିଓକନ୍ ଋଣ ବିବାଦରୁ ନିଜକୁ ମୁକୁଳାଇ ପାରିନଥିବା ଆଇସିଆଇସିଆଇ ବ୍ୟାଙ୍କ ପୁଣି ଏକ ବିବାଦରେ ଫସିଯାଇଛି। ବ୍ୟାଙ୍କରେ ଏନ୍ପିଏ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଆଉ ଜଣେ ହ୍ଵିସଲବ୍ଲୋୟରଙ୍କ ଅଭିଯୋଗକ୍ରମେ ବ୍ୟାଙ୍କର ୩୧ଟି ଋଣ ଖାତାରେ ହୋଇଥିବା ଅନିୟମିତାତର ତଦନ୍ତ ହେବ ବୋଲି ଏହି ମାମଲା ସହିତ ଜଡିତ ଦୁଇଜଣ ବ୍ୟକ୍ତି କହିଛନ୍ତି। ବଡ଼ ଧରଣର ଆର୍ଥିକ ଅନିୟମିତତାର ତଦନ୍ତ କରୁଥିବା ଆଇନ ଫାର୍ମ ‘ପନାଗ ଆଣ୍ଡ୍ ବାବୁ’କୁ ଏଥିପାଇଁ ନିଯୁକ୍ତ କରାଯାଇଛି।
ଆଇସିଆଇସିଆଇ ବ୍ୟାଙ୍କ ଏନ୍ପିଏ ଅନିୟମିତତା
Advertisment
Follow Us