ଆଇଡିବିଆଇ ବ୍ୟାଙ୍କର ମହେଶଙ୍କୁ ଶ୍ରେଷ୍ଠ ସିଇଓ ପୁରସ୍କାର

Advertisment
ଆଇଡିବିଆଇ ବ୍ୟାଙ୍କର ମହେଶଙ୍କୁ ଶ୍ରେଷ୍ଠ ସିଇଓ ପୁରସ୍କାର

ମୁମ୍ବାଇ: ଆଇଡିବିଆଇ ବ୍ୟାଙ୍କର ଏମ୍‌ଡି ଓ ସିିଇଓ ମହେଶ କୁମାର ଜୈନଙ୍କୁ ବିଜନେସ୍‌ ଟୁଡେ ବେଷ୍ଟ୍‍ ସିଇଓ ଷ୍ଟଡି ୨୦୧୭ରେ ପିଏସ୍‌ୟୁ (ବିଏଫ୍‌ଏସ୍‌ଆଇ) ବର୍ଗରେ ଶ୍ରେଷ୍ଠ ସିଇଓ ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୭ ଏପ୍ରିଲ୍‌ରେ ସେ ସିଇଓ ଭାବେ ଆଇଡିବିଆଇ ବ୍ୟାଙ୍କରେ ଯୋଗ ଦେଇଥିଲେ। ଚାରିଟି ବ୍ୟାଙ୍କରେ ଦୀର୍ଘ ତିନି ଦଶନ୍ଧୀ କାମ କରିବାର ତାଙ୍କର ଅଭିଜ୍ଞତା ରହିଛି। ମୁମ୍ବାଇଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନାଙ୍କଠାରୁ ସେ ପୁରସ୍କାର ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe