ଆଇଡିବିଆଇ ବ୍ୟାଙ୍କର ‘ପ୍ରୋଜେକ୍ଟ ନିଶ୍ଚୟ’

Advertisment
ଷ୍ଟେଟ ବ୍ୟାଙ୍କ ପରେ ଆଇଡ଼ିବିଆଇ ବ୍ୟାଙ୍କ ବି କମାଇଲା ସୁଧହାର

ମୁମ୍ବାଇ: ବୋଷ୍ଟନ୍‌ କନ୍‌ସଲ୍‌ଟିଂ ଗ୍ରୁପ୍‌ ସହଯୋଗରେ ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଏହାର ପୁନରୁଦ୍ଧାର ଯୋଜନା ପାଇଁ ‘ପ୍ରୋଜେକ୍ଟ ନିଶ୍ଚୟ’ ଘୋଷଣା କରାଯାଇଛି। ଉଭୟ ସଂସ୍ଥାର ଅଧିକାରୀମାନେ ମିଳିତ ହୋଇ ଏହି ପ୍ରକଳ୍ପ ପାଇଁ କାମ କରିବେ। ଏ ବିଷୟରେ ବ୍ୟାଙ୍କର ଏମ୍‌ଡି ଓ ସିଇଓ ମହେଶ କୁମାର ଜୈନ୍‌ କହିଛନ୍ତି ଯେ, କେଉଁଠାରେ ଖର୍ଚ କମ୍‌ ହୋଇପାରିବ ଏବଂ କେଉଁଠାରେ ରାଜସ୍ୱ ବୃଦ୍ଧିର ସୁଯୋଗ ରହିଛି ତାହା ଆମକୁ ବୋଷ୍ଟନ୍‌ କନ୍‌ସଲ୍‌ଟିଂ ଗ୍ରୁପ୍‌ ଜଣାଇବ। ବ୍ୟାଙ୍କ କିଭଳି ଲାଭଦାୟକ ସଂସ୍ଥାରେ ପରିଣତ ହୋଇପାରିବ ସେ ବିଷୟରେ ମଧ୍ୟ ଏହି ସଂସ୍ଥା ଆମକୁ ପରାମର୍ଶ ପ୍ରଦାନ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe