ଚୀନ୍‌ରୁ ଗାଡ଼ି ଯନ୍ତ୍ରାଂଶ ଆମଦାନି ବନ୍ଦ ହେବ!

ଚୀନ୍‌ରୁ ଗାଡ଼ି ଯନ୍ତ୍ରାଂଶ ଆମଦାନି ବନ୍ଦ ହେବ!

The Wall Street Journal

ମୁମ୍ବାଇ: ଭାରତର ଅଟୋମୋବାଇଲ କମ୍ପାନି ଗୁଡ଼ିକ ଚୀନରୁ ଯନ୍ତ୍ରାଂଶ ଆମଦାନି ବନ୍ଦ କରିବେ। କରୋନା ମହାମାରୀ ପରେ ସରକାର ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ଯୋଜନାରେ ଭାରତରୁ ଏବଂ ନିକଟରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଗଲୱାନ ସଂଘର୍ଷ ପରେ ଚୀନ୍‌ରୁ ଆମଦାନି ବନ୍ଦ କରିବା ଉପରେ ଗୁରୁତ୍ବ ଦିଆଯାଉଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିକଟ ଭବିଷ୍ୟତରେ ଗାଡ଼ି କମ୍ପାନି, ଅଟୋ ଯନ୍ତ୍ରାଂଶ ନିର୍ମାତାଙ୍କ ସହ ମିଶି ସରକାରୀ ଅଧିକାରୀମାନେ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବେ। ଭାରୀ ଶିଳ୍ପ ମନ୍ତ୍ରାଳୟର ଅଧିକାରୀମାନେ ସିଆମ୍, ଏସିଏମଏ ଓ ଏଆରଏଆଇର ଅଧିକାରୀମାନଙ୍କ ସହ ମିଶି ଆଲୋଚନା କରିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe