୬ ଦିନରେ ନିବେଶକଙ୍କ ଲାଭ ୧୬.୭୦ ଲକ୍ଷ କୋଟି ଟଙ୍କା

Advertisment
ସମ୍ବତ ୨୦୭୮: ସେନସେକ୍ସ ୭ ବର୍ଷ ପରେ ତଳକୁ ଖସିଲା

businesstoday.in

ମୁମ୍ବାଇ: ବଜେଟ ଦିନ (ଫେବ୍ରୁଆରି ୧ ତାରିଖ)ରୁ ସେନସେକ୍ସ ବଢ଼ିବାରେ ଲାଗିଛି। ଏହି ସମୟ ମଧ୍ୟରେ ସେ‌ନସେକ୍ସ ୫୦୬୩ ପଏଣ୍ଟ ବା ୧୦.୯୩ ପ୍ରତିଶତ ଉପରକୁ ଉଠିଛି। ଏଥିଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ବଜାରପୁଞ୍ଜି ୨୦୨୮୨୭୯୮.୦୮ କୋଟି ଟଙ୍କାରେ ପହଞ୍ଚିଛି। ଫଳରେ ନିବେଶକମାନଙ୍କ ସଂପତ୍ତି ଏହି ସମୟ ମଧ୍ୟରେ ୧୬ ଲକ୍ଷ ୭୦ ହଜାର କୋଟି ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି। ସୋମବାର ସେନସେକ୍ସରେ ୬୧୭.୧୪ ପଏଣ୍ଟ ବା ୧.୨୨ ପ୍ରତିଶତ ବୃଦ୍ଧି ଘଟି ପ୍ରଥମ ଥର ପାଇଁ ୫୧ ହଜାର ପଏଣ୍ଟ ଉପରେ ବନ୍ଦ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe