ବାଣିଜ୍ୟ ବିଶେଷ ବଜେଟ୍ ୨୦୧୮-୧୯: ସରକାରଙ୍କ ଆୟ ଓ ବ୍ୟୟ 01 Feb 2018 16:37 IST Sambad Digital Follow Us କେମିତି ଆସିବ ୧ଟଙ୍କା: ୧୯ ପଇସା - ଋଣ ଓ ଅନ୍ୟାନ୍ୟ ସୁତ୍ରରୁ, ୧୯ ପଇସା - କର୍ପୋରେସନ୍ ଟିକସ, ୧୬ ପଇସା - ଆୟକର, ୪ ପଇସା - ସୀମା ସୁଳ୍କ, ୮ ପଇସା - କେନ୍ଦ୍ରୀୟ ଉତ୍ପାଦ ସୁଳ୍କ, ୨୩ ପଇସା - ଜିଏସ୍ଟି ଓ ଅନ୍ୟ ଟିକସ୍, ୮ ପଇସା - ଅଣ ଟିସକ ଆୟ, ୩ ପଇସା - ଋଣଭିନ୍ନ ଅନ୍ୟାନ୍ୟ ପୁଞ୍ଜି ଆୟ କେମିତି ଖର୍ଚ୍ଚ ହେବ ୧ଟଙ୍କା: ୫ ପଇସା - ପେନ୍ସନ, ୮ ପଇସା - ଅନ୍ୟାନ୍ୟ ବ୍ୟୟ, ୯ ପଇସା - କେନ୍ଦ୍ର ପ୍ରାୟୋଜିତ ଯୋଜନା, ୧୦ ପଇସା - କେନ୍ଦ୍ରୀୟ ଯୋଜନା, ୧୮ ପଇସା - ସୁଧ ପ୍ରଦାନ, ୯ ପଇସା - ପ୍ରତିରକ୍ଷା, ୯ ପଇସା - ସବ୍ସୀଡି, ୮ ପଇସା - ଅର୍ଥ କମିସନ ଓ ଅନ୍ୟାନ୍ୟ ପାଣ୍ଠି ପ୍ରଦାନ, ୨୪ ପଇସା - ରାଜ୍ୟ ମାନଙ୍କ ଟିକସ ଭାଗ