ନୂଆଦିଲ୍ଲୀ : ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନେ ବେଶ ମୋଟା ଅଙ୍କର ରୋଜଗାର କରୁଛନ୍ତି ଓ ସେମାନେ ସେହି ଅନୁସାରେ ଟିକସ ଦେଉନଥିବା ଆୟକର ବିଭାଗ ସନ୍ଦେହ କରୁଛି। ବିଭାଗ ଭାବୁଛି ଯେ ୟୁଟ୍ୟୁବ୍, ଇନଷ୍ଟାଗ୍ରାମ୍ ଆଦିରେ ଥିବା ଇନ୍ଫ୍ଲୁଏନ୍ସରମାନେ ନିଜ ଆୟର ସଠିକ୍ ବିବରଣୀ ଦେଉନାହାନ୍ତି। ସେଥିପାଇଁ ୧୦ ୟୁଟ୍ୟୁବର ଓ ଆଉ କିଛି ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କୁ ଆୟକର ବିଭାଗ ନୋଟିସ୍ ପଠାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କେରଳର ଯୁବ କଳାକାର କିମ୍ବା ଅଭିନେତା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us