ନୂଆଦିଲ୍ଲୀ: ଋଣ ଖିଲାପୀଙ୍କ ସମ୍ପତ୍ତି ସୂଚନା ବ୍ୟାଙ୍କଗୁଡ଼ିକୁ ହସ୍ତାନ୍ତର କରିବାକୁ ଆୟକର ବିଭାଗକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ନିର୍ଦେଶ ଦେଇଛି। ଯେଉଁ ଗ୍ରାହକମାନଙ୍କୁ ସରକାରୀ ବ୍ୟାଙ୍କ ଉଦ୍ଦେଶ୍ୟମୂଳକ ଋଣ ଖିଲାପୀ ଘୋଷଣା କରିଥିବେ, ସେମାନଙ୍କ ସମ୍ପତ୍ତି, ବ୍ୟାଙ୍କ ଖାତା ଏବଂ ଅନ୍ୟାନ୍ୟ ସୂଚନା ଉକ୍ତ ବ୍ୟାଙ୍କକୁ ହସ୍ତାନ୍ତର କରିବାକୁ ଆୟକର ବିଭାଗକୁ କୁହାଯାଇଛି।
ଋଣ ଖିଲାପୀଙ୍କ ସମ୍ପତ୍ତି ସୂଚନା ବ୍ୟାଙ୍କକୁ ଦେବ ଆୟକର ବିଭାଗ
Advertisment
Follow Us