The Global Frontier
ନୂଆଦିଲ୍ଲୀ : ଅକ୍ଟୋବର ୨୮ ସୁଦ୍ଧା ଶେଷ ସପ୍ତାହରେ ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ବୃଦ୍ଧି ହୋଇଛି। ଫଳରେ ଏଥିରେ ଥିବା ମୁଦ୍ରା ମୂଲ୍ୟ ୫୩,୧୦୮ କୋଟି ଡଲାରକୁ ବୃଦ୍ଧି ପାଇଛି। ୨୦୨୧ ସେପ୍ଟେମ୍ବର ପରେ ପ୍ରଥମ ଥର ଲାଗି କୌଣସି ସପ୍ତାହରେ ମୁଦ୍ରା ଭଣ୍ଡାରରେ ଏଭଳି ବଡ଼ ଧରଣର ବୃଦ୍ଧି ଘଟିଛି।
Follow Us