ଭାରତ ଏକ ଉଜ୍ଜ୍ବଳ ଅର୍ଥନୀତି: ଆଇଏମ୍ଏଫ୍‌

Advertisment
ପାକିସ୍ତାନକୁ ପାଣ୍ଠି ଦେବାକୁ ଆଇଏମ୍‌ଏଫ୍‌ର କଠୋର ସର୍ତ୍ତ

latestgkgs.com

ନୂଆଦିଲ୍ଲୀ : ବିଶ୍ବ ଅର୍ଥନୀତି ଅସ୍ଥିର ରହିଥିବା ବେଳେ ଭାରତ ଏକ ଉଜ୍ଜ୍ବଳ ଅର୍ଥନୀତି ହୋଇରହିଛି ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ଜଣେ ଅଧିକାରୀ କହିଛନ୍ତି। ତେବେ ସେବା କ୍ଷେତ୍ରରେ ରହିଥିବା ରପ୍ତାନି ସମ୍ଭାବନାକୁ ହାସଲ କରିବା ଲାଗି ଭାରତକୁ ଆହୁରି ଉଦ୍ୟମ କରିବାକୁ ପଡ଼ିବ। ମାନୁଫାକ୍‌ଚରିଂ ରପ୍ତାନି ବଢ଼ାଇବା ଉପରେ ଗୁରୁତ୍ବ ଦେବାକୁ ହେବ ବୋଲି ଆଇଏମ୍ଏଫ୍‌ର ଉପ ପରିଚାଳନା ନିର୍ଦେଶକ ଆଣ୍ଟୋଇନିଟି ସାୟେହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe