ଇରାନ ତେଲ ପା‌ଇଁ ଟଙ୍କାରେ ପେମେଣ୍ଟ୍‌

Advertisment
ଇରାନ ତେଲ ପା‌ଇଁ ଟଙ୍କାରେ ପେମେଣ୍ଟ୍‌

ନୂଆଦିଲ୍ଲୀ: ଆମେରିକାର କଟକଣା ଭୟରେ ଇରାନରୁ ତେଲ ଆମଦାନି ବନ୍ଦ କରିବନି ଭାରତ। ଇରାନରୁ ‌‌ଯେଭଳି ତେଲ କିଣା ଜାରି ରହିପାରିବ ‌ସେଥିପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇରାନ୍‌ ତେଲ କିଣିବା ପାଇଁ ଭାରତ ଟଙ୍କାରେ ପେମେଣ୍ଟ୍‌ କରିବ। ସେ ନେଇ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି। ବର୍ତ୍ତମାନ ଡଲାର ଦେଇ ଇରାନରୁ ତେଲ କିଣା‌ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe