ଇଣ୍ଡିଆ ପୋଷ୍ଟ୍‌ ପେମେଣ୍ଟ୍‌ ବ୍ୟାଙ୍କକୁ ମିଳିଲା ୮୨୦ କୋଟି

ଇଣ୍ଡିଆ ପୋଷ୍ଟ୍‌ ପେମେଣ୍ଟ୍‌ ବ୍ୟାଙ୍କକୁ ମିଳିଲା ୮୨୦ କୋଟି

Zee Business

ନୂଆଦିଲ୍ଲୀ: ଇଣ୍ଡିଆ ପୋଷ୍ଟ୍‌ ପେମେଣ୍ଟ୍‌ ବ୍ୟାଙ୍କ ସ୍ଥାପନ କରିବା ଲାଗି ପ୍ରକଳ୍ପ ଅଟକଳ ରାଶିକୁ ୧୪୩୫ କୋଟି ଟଙ୍କାରୁ ବଢ଼ାଇ ୨୨୫୫ କୋଟି ଟଙ୍କା କରାଯାଇଛି। ଏଥିପାଇଁ ସରକାର ଅତିରିକ୍ତ ୮୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଭବିଷ୍ୟତରେ ନିୟାମକ ଆବଶ୍ୟକତା ପୂରଣ ଓ ପ୍ରଯୁକ୍ତିରେ ଉନ୍ନତି ପାଇଁ ୫୦୦ କୋଟି ଟଙ୍କାର ପାଣ୍ଡି ଦେବେ ବୋଲି ମଧ୍ୟ ସରକାର କହିଛନ୍ତି। ଏସଂକ୍ରାନ୍ତ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ କମିଟିର ଅନୁମୋଦନ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe