୧୭୦୦ ବିମାନ କିଣିବେ ଭାରତୀୟ କଂପାନି

Advertisment
୧୭୦୦ ବିମାନ କିଣିବେ ଭାରତୀୟ କଂପାନି

Image Courtesy of India Today

ନୂଆଦିଲ୍ଲୀ : ଆସନ୍ତା ଦୁଇ ବର୍ଷ ଭିତରେ ପ୍ରାୟ ୧୭୦୦ ବିମାନ କିଣିବା ଲାଗି ଭାରତୀୟ ବିମାନ କଂପାନିଗୁଡ଼ିକ ବରାଦ ଦେଇଛନ୍ତି ବୋଲି କାପା ନାମକ କନ୍‌ସଲଟାନ୍ସି ସଂସ୍ଥା ପକ୍ଷରୁ କୁହାଯାଇଛି। ସେଥିରୁ ଏୟାର ଇଣ୍ଡିଆ ୫୦୦ ବିମାନ କିଣିବ। ଭାରାତୀୟ କଂପାନିଗୁଡ଼ିକ ୭୦୦ରୁ ଅଧିକ ଛୋଟ ବଡ଼ି ବିମାନ କିଣିବେ। ଘରୋଇ ବିମାନ କଂପାନି ଇଣ୍ଡିଗୋ ୫୦୦ କିଣିବା ଲାଗି ବରାଦ ଦେଇଥିବା ମଧ୍ୟ କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe