ଭାରତର ମାନ୍ଦାବସ୍ଥା ସାମୟିକ: ମୁକେଶ

Advertisment
ବର୍ଷକର ଦରମା ନେବେନି ମୁକେଶ

DNA India

ନୂଆଦିଲ୍ଲୀ: ସାଉଦି ଆରବର ବାର୍ଷିକ ନିବେଶ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି କହିଛନ୍ତି ଯେ, ଭାରତରେ ଯେଉଁ ମାନ୍ଦାବସ୍ଥା ଦେଖାଦେଇଛି ତାହା ସାମୟିକ। ଏହାକୁ ଦୂର କରିବା ଲାଗି ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାର ସୁଫଳ ଆଗାମୀ ଦିନଗୁଡ଼ିକରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe