ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬.୯ ପ୍ରତିଶତ ରହିବ। ବିଶ୍ବବ୍ୟାଙ୍କ ପକ୍ଷରୁ ଆଜି ପ୍ରକାଶିତ ନୂଆ ଆକଳନରେ ଏହା କୁହାଯାଇଛି। ପୂର୍ବରୁ ହୋଇଥିବା ଆକଳନରେ ଭାରତର ଅଭିବୃଦ୍ଧି ୬.୫ ପ୍ରତିଶତ ବୋଲି ବିଶ୍ବବ୍ୟାଙ୍କ ଦର୍ଶାଇଥିଲା। ତେଣୁ ଭାରତ ପାଇଁ ଏହା ଏକ ଆଶ୍ବାସନାର ବିଷୟ। ବିଶ୍ବରେ ଦେଖାଦେଇଥିବା ଅର୍ଥନୈତିକ ସଂକଟକୁ ଭାରତ ଭଲ ଭାବେ ମୁକାବିଲା କରିବାରେ ସକ୍ଷମ ହୋଇଥିବାରୁ ବିଶ୍ବବ୍ୟାଙ୍କ ଆକଳନରେ ଉନ୍ନତି ଆଣିଛି।
ଭାରତର ଅଭିବୃଦ୍ଧି ୬.୯% ହେବ: ବିଶ୍ବବ୍ୟାଙ୍କ
Advertisment
Follow Us