/sambad/media/post_attachments/wp-content/uploads/2018/09/Top-10-Richest_Slide_2.jpg)
ଗତ ଗୁରୁବାର ଦିନ ବାର୍କ୍ଲେଜ୍ ଓ ହୁରୁନ୍ ଇଣ୍ଡିଆରେ ପ୍ରକାଶିତ ହୋଇଛି ଭାରତର ଧନୀ ଲୋକଙ୍କ ତାଲିକା। ଆର୍ଆଇଏଲ୍ ଚେୟାର୍ମ୍ୟାନ୍ ମୁକେଶ ଅମ୍ବାନୀ ଲଗାତାର ୭ ବର୍ଷ ଧରି ପ୍ରଥମରେ ରହି ଆସୁଥିବା ବେଳେ ଏ ବର୍ଷ ଅର୍ଥାତ୍ ୨୦୧୮ରେ ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପାଖରେ ସମୁଦାୟ ଅର୍ଥରାଶି ରହିଛି ୩ ଲକ୍ଷ ୭୧ ହଜାର କୋଟି ଟଙ୍କା। ଏ ବର୍ଷ ପ୍ରକାଶିତ ହୋଇଥିବା ତାଲିକା ଅନୁଯାୟୀ ଭାରତରେ ବର୍ତ୍ତମାନ ୮୩୧ ଲୋକଙ୍କ ପାଖରେ ରହିଛି ୧୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥରାଶି।
/sambad/media/post_attachments/wp-content/uploads/2018/09/Top-10-Richest_Slide_3.jpg)
୩ ଲକ୍ଷ ୭୧ ହଜାର କୋଟି
ମୁକେଶ ଅମ୍ବାନୀ, ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍
/sambad/media/post_attachments/wp-content/uploads/2018/09/Top-10-Richest_Slide_4.jpg)
୧ ଲକ୍ଷ ୫୯ ହଜାର କୋଟି
ଏସ୍ପି ହିନ୍ଦୁଜା, ହିନ୍ଦୁଜା ଗ୍ରୁପ
/sambad/media/post_attachments/wp-content/uploads/2018/09/Top-10-Richest_Slide_5.jpg)
୧ ଲକ୍ଷ ୧୪ ହଜାର ୫ ଶହ କୋଟି
ଲକ୍ଷ୍ମୀ ମିତ୍ତଲ, ଆର୍ସେଲୋର୍ ମିତ୍ତଲ
/sambad/media/post_attachments/wp-content/uploads/2018/09/Top-10-Richest_Slide_6.jpg)
୯୬ ହଜରା ୧ ଶହ କୋଟି
ଅଜିମ୍ ପ୍ରେମ୍ଜୀ, ଓ୍ଵିପ୍ରୋ
/sambad/media/post_attachments/wp-content/uploads/2018/09/Top-10-Richest_Slide_7.jpg)
୮୯ ହଜାର ୭୦୦ କୋଟି
ଦିଲୀପ ସାଂଘବି, ସନ୍ ଫାର୍ମାସିଟିକାଲ୍ସ
/sambad/media/post_attachments/wp-content/uploads/2018/09/Top-10-Richest_Slide_8.jpg)
୭୮ ହଜାର ୬୦୦ କୋଟି
ଉଦୟ କୋଟାକ, କୋଟାକ ମହିନ୍ଦ୍ରା ବ୍ୟାଙ୍କ୍
/sambad/media/post_attachments/wp-content/uploads/2018/09/Top-10-Richest_Slide_9.jpg)
୭୩ ହଜାର କୋଟି
ସାଇରସ୍ ଏସ୍ ପୁନାଓ୍ଵାଲା, ପୁନାଓ୍ଵାଲା ଗ୍ରୁପ୍
/sambad/media/post_attachments/wp-content/uploads/2018/09/Top-10-Richest_Slide_10.jpg)
୭୧ ହଜାର ୨ ଶହ କୋଟି
ଗୌତମ ଅଦାନୀ, ଅଦାନୀ ଗ୍ରୁପ୍
/sambad/media/post_attachments/wp-content/uploads/2018/09/Top-10-Richest_Slide_11.jpg)
୬୯ ହଜାର ୪ ଶହ କୋଟି
ସାଇରସ୍ ପାଲୋଞ୍ଜି ମିସ୍ତ୍ରୀ, ଟାଟା ଗ୍ରୁପ୍ (ପୂର୍ବତନ ଚେୟାରମ୍ୟାନ୍)
/sambad/media/post_attachments/wp-content/uploads/2018/09/Top-10-Richest_Slide_12.jpg)
୬୯ ହଜାର ୪ ଶହ କୋଟି
ସପୁର ପାଲୋଞ୍ଜି ମିସ୍ତ୍ରୀ, ସାପୋର୍ଜି ପାଲୋଞ୍ଜି ଗ୍ରୁପ୍
Follow Us