ମୁମ୍ବାଇ : ପେବ୍ୟାକ୍ ସହ ମିଶି ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଏକ ନୂଆ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଉନ୍ମୋଚନ କରାଯାଇଛି। ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ପେବ୍ୟାକ୍ କ୍ରେଡିଟ୍ କାର୍ଡରେ ଗ୍ରାହକମାନେ ପେମେଣ୍ଟ୍ କରିବା ବେଳେ ପେବ୍ୟାକ୍ ପଏଣ୍ଟ୍ ହାସଲ କରିପାରିବେ। ପରବର୍ତି ସମୟରେ ସେହି ରିୱାର୍ଡ ପଏଣ୍ଟ୍କୁ ବିଭିନ୍ନ କାମ ପାଇଁ ରିଡିମ୍ କରିପାରିବେ।
ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ନୂଆ କ୍ରେଡିଟ୍ କାର୍ଡ
Advertisment
Follow Us