ଭୁବନେଶ୍ବରରେ ମୁଖ୍ୟ କାର୍ଯ୍ୟାଳୟ ଖୋଲିଲା ଇନୋଭେର୍‌

Advertisment
ଭୁବନେଶ୍ବରରେ ମୁଖ୍ୟ କାର୍ଯ୍ୟାଳୟ ଖୋଲିଲା ଇନୋଭେର୍‌

newsroomodisha.com

ଭୁବନେଶ୍ବର : ଆମେରିକାର କାଲିଫର୍ଣ୍ଣିଆସ୍ଥିତ ସଂସ୍ଥା ଇନୋଭେର୍‌ ପକ୍ଷରୁ ଡିଏଲ୍‌ଏଫ୍‌ ସାଇବର ସିଟିରେ ଏହାର ଭାରତ ମୁଖ୍ୟ କାର୍ଯ୍ୟାଳୟକୁ ଖୋଲାଯାଇଛି। ଏଥିରେ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି, ଆଇଟି ସଚିବ ମନୋଜ ମିଶ୍ର ଓ ଏସ୍‌ଟିପିଆଇ ଭୁବନେଶ୍ବରର ନିର୍ଦେଶକ ମାନସ ରଞ୍ଜନ ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଇନୋଭେର୍‌ର ସିଇଓ ପ୍ରଭାତ ରାଉତ ଉପସ୍ଥିତ ଥିଲେ। ଶ୍ରୀ ରାଉତ, ଲକ୍ଷ୍ମୀ ନରସିଂହ ଓ ମୋହର ମନୋହର ମିଶ୍ର ୨୦୦୯ରେ ଏହି କଂପାନିକୁ ପ୍ରତିଷ୍ଠା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe