ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍ଥଗିତ

Advertisment
ବିମାନ ଯାତ୍ରା ମହଙ୍ଗା ହେଲା, ସର୍ବନିମ୍ନ ଭଡ଼ା ୫ ପ୍ରତିଶତ ବୃଦ୍ଧି

publishyourarticles.net

ନୂଆଦିଲ୍ଲୀ : କରୋନା ମହାମାରୀ ଓ ଲକ୍‌ଡାଉନ୍‌ ଯୋଗୁ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଅନ୍ତର୍ଜାତୀୟ କାର୍ଗୋ ବିମାନ ଓ ଡିଜିସିଏର ସ୍ବତନ୍ତ୍ର ଅନୁମତିରେ ଚଳାଚଳ କରୁଥିବା ବିମାନ ଉଡ଼ାଣ କ୍ଷେତ୍ରରେ ଏହି ନିୟମ ଲାଗୁହେବ ନାହିଁ। କରୋନା ମହାମାରୀ ପାଇଁ ଡିଜିସିଏ ମାର୍ଚ୍ଚ ୨୨ ତାରିଖରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ସ୍ଥଗିତ ରଖିଛି। ତେବେ ଆଜି ସୁଦ୍ଧା ବିଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ଲାଗି ସ୍ବତନ୍ତ୍ରଭାବେ ୨୫୦୦ ବିମାନ ଚଳାଚଳ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe