ଭୁବନେଶ୍ବର: ଟାଇ ଭୁବନେଶ୍ବର ପକ୍ଷରୁ ସଫଳ ଉଦ୍ୟମିତା ପରିବ୍ୟବସ୍ଥା ଉପରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟାଇ ଗ୍ଲୋବାଲ୍ ଅଫ୍ ଟ୍ରଷ୍ଟିଜ୍ର ଉପାଧ୍ୟକ୍ଷ ମୁରଲୀ ବୁକାପଟନମ୍, ଲିଡରସିପ୍ କୋଚ୍ ଦୀପକ ଚୌଧୁରୀ, ଆବ୍ରେନ୍ର ସିୱାଇର ଦିବ୍ୟା କୁମାରୀ, ଟାଇ ଭୁବନେଶ୍ବରର ସଭାପତି ଅୟସ୍କାନ୍ତ ମହାନ୍ତି, ସମ୍ପାଦକ ଅନ୍ନଦା ପ୍ରସାଦ ପାଢ଼ୀ, ଉପାଧ୍ୟକ୍ଷ ସତ୍ୟବ୍ରତ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ସଫଳ ଉଦ୍ୟମିତା ଉପରେ ଆଲୋଚନା
Advertisment
Follow Us