ଆଇଟି ରୋଜ୍‌ ସୋ’ରୁମ୍‌ ଉଦ୍‌ଘାଟିତ

ଆଇଟି ରୋଜ୍‌ ସୋ’ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ସିଆର୍‌ପି ଛକରେ ଆଇଟି ରୋଜ୍‌ ସୋ’ରୁମ୍‌ ଆଜି ଉଦ୍‌ଘାଟିତ ହୋଇଯାଇଛି। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ସୋ’ରୁମ୍‌ର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସୋ’ରୁମ୍‌ର ମୁଖ୍ୟ ବିଷ୍ଣୁପ୍ରସାଦ ପଟ୍ଟନାୟକ ଉପସ୍ଥିତ ଥିଲେ। ଉକ୍ତ ସୋ ରୁମ୍‌ରେ ଏଚ୍‌ପି, ଡେଲ୍‌, ଓପୋ, ଭିଭୋ, ନୋକିଆ, ଏମ୍‌ଆଇ ଆଦି କମ୍ପାନିର ମୋବାଇଲ ଓ ଲାପଟାପ୍‌ ଉପଲବ୍ଧ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe