ବେଜିଂ : ଚୀନ୍ର ଅନ୍ୟତମ ବିଶିଷ୍ଟ ଉଦ୍ୟୋଗୀ ତଥା ଆଲିବାବା ଗ୍ରୁପ୍ର ମୁଖ୍ୟ ଜ୍ୟାକ୍ ମା’ ବର୍ଷକ ପରେ ଚୀନ୍ ଫେରିଛନ୍ତି। ହାଙ୍ଗଝୁ ସହରରେ ସେ ସ୍ଥାପନ କରିଥିବା ଏକ ସ୍କୁଲ ପରିଦର୍ଶନ କରିଛନ୍ତି। ହଂକଂରେ କିଛି ଦିନ ରହିବା ପରେ ସେ ଚୀନ୍ ଫେରିଥିଲେ। ଏକଦା ଚୀନ୍ର ସବୁଠୁ ଚର୍ଚ୍ଚିତ ଉଦ୍ୟୋଗୀ ଭାବେ ଗଣା ହେଉଥିବା ଜ୍ୟାକ୍ ସେଠାକାର ସରକାରଙ୍କ ବିରୋଧରେ କହିବା ପରେ ତାଙ୍କ ସମସ୍ୟା ବଢ଼ିଯାଇଥିଲା। ୨୦୨୦ ପରେ ସେ ପ୍ରାୟ ନିରୁଦ୍ଦିଷ୍ଟ ହୋଇଯାଇଥିଲେ।
ବର୍ଷକ ପରେ ଚୀନ୍ ଫେରିଲେ ଜ୍ୟାକ୍ ମା’
Advertisment
Follow Us